13-11-23
ଉଦଳା ବିଜେପି ଯୁବ ମୋର୍ଚ୍ଚା ତରଫ ରୁ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ତଥା ମୟୁରଭଞ୍ଜ ଜିଲ୍ଲା ପ୍ରଭାରୀ ଶ୍ରୀମାନ ମାନସ ସାହୁ ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଥିଲା l

ଏହି ସଭା ରେ ଆଗାମୀ ଦିନ ରେ ଯୁବ ମୋର୍ଚ୍ଚା କେମିତି ସଂଗଠନ ସୁଦୃଢ କରିବ ଏବଂ ଦୁର୍ନୀତି ଗ୍ରସ୍ତ ବିଜେଡି ସରକାର ବିରୋଧ ରେ ଆନ୍ଦୋଳନ କରିବ ସେ ବିଷୟ ରେ ଆଲୋଚନା କରା ଯାଇଥିଲା l
ରାଜ୍ୟ ରେ ଥିବା ବେକାରୀ ସମସ୍ୟା, ନାରୀ ନିର୍ଯାତନା, ଚୁକ୍ତି ଭିତିକ ନିଯୁକ୍ତି, ଚାଷୀ ଅବହେଳା, ଶିଳ୍ପ ପ୍ରତିଷ୍ଠାନ ବନ୍ଦ ବିଷୟରେ ଶ୍ରୀ ମାନସ ସାହୁ କହି ଥିଲେ l
ଦୁର୍ନୀତି ଗ୍ରସ୍ତ ବିଜେଡି ସରକାର ବିରୋଧ ରେ ଆନ୍ଦୋଳନ ଏବଂ 2024ରେ ଓଡିଶା ରେ ସରକାର ପରିବର୍ତ୍ତନ ଏହି ବୈଠକ ର ମୁଖ୍ୟ ଉଦେଶ୍ୟ ଥିଲା l

ଏହି ବୈଠକ ରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଆଦର୍ଶ ଜେନା, ମୟୁରଭଞ୍ଜ ଜିଲ୍ଲା ଯୁବମୋର୍ଚ୍ଚ ସଭାପତି ବଳରାମ ସାହୁ, ଜିଲ୍ଲା ସମ୍ପାଦକ ସୁରଜ ଲୋହାର, ପ୍ରାଚ୍ୟ ସୁମନ ମହାନ୍ତି,ଜିଲ୍ଲା ସଂଯୋଜକ ଜଗଦୀଶ ବିନ୍ଧାଣି, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଅବିନାଶ ସାହା ପ୍ରମୁଖ ନେତୃତ୍ୱ ନେଇଥିଲେ l
ତା ସହିତ ଉପସ୍ଥିତ ଥିଲେ ଉଦଳା ନଗର ଯୁବମୋର୍ଚ୍ଚ ଉପ ସଭାପତି ଦେବୀ ଶଙ୍କର କର, ବିବେକାନନ୍ଦ ଶତପଥି, ସାଧାରଣ ସମ୍ପାଦକ ନିହାର ସାହୁ, ସମ୍ପାଦକ ଔରାଜ୍ୟୋତି, ଗୌତମ ଦାସ, ସଦର ମଣ୍ଡଳ ସଂଯୋଜକ ରଂଜିତ ମଢେଇ, ଶୁଭ୍ରଜିତ, ମାନସ,
ଦେବକୁଣ୍ଡ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ପ୍ରମୋଦ ପାତ୍ର ଏବଂ ସଧାରଣ ସମ୍ପାଦକ ଅମର ପଟନାୟକ,
କପ୍ତିପଦା ସଭାପତି ପ୍ରକାଶ ବେହେରା ଏବଂ , ନୁଦୁଡିହl ଉପସଭାପତି ପ୍ରିତମ ମାରାଣ୍ଡି, କୁଆମର ସଭାପତି ହିତେଶ ସାହୁ , ଜଗନ୍ନାଥ ବେହେରା ଏବଂ ବହୁ ଯୁବ କାର୍ଯ୍ୟ କର୍ତ୍ତା ଉପ ସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରି ଥିଲେ