15-08-2023 ବିଜେପି କେନ୍ଦ୍ର ନେତୃତ୍ୱ ଦ୍ୱାରା ହରଘର ତୀରଙ୍ଗା, ବିଭାଜନ ବିଭୀଷିକା ଏବଂ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଇଁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ, ପ୍ରତେକ ବ୍ଲକ କୁ ନିର୍ଦେଶ ଦିଆ ଯାଇ ଥିଲା l ସେଇ ସବୁ କାର୍ଯ୍ୟକ୍ରମ କୁ ଠିକ ଭାବରେ ସମ୍ପୂର୍ଣ ନିଜ ଖର୍ଚ୍ଚ ରେ ସମ୍ପାଦନ କରି, ହର ଘର ତୀରଙ୍ଗା କୁ ଉଦଳା ବ୍ଲକ ର ଗାଁ ଗହଳି ରେ ପହଞ୍ଚାଇ ପାରିଛି ବିଜେପି ଯୁବ ମୋର୍ଚ୍ଚା, ଉଦଳା ଟିମହର ଘର ତୀରଙ୍ଗା କାର୍ଯ୍ୟକ୍ରମ କରିବା ସମୟ ରେ ଗାଁ ର ଲୋକ ମାନଙ୍କୁ ଦେଶ ର ସ୍ୱାଧୀନତା କୁ କେମିତି ବଜାୟ ରଖା ଯାଇ ପାରିବ ଏବଂ ସେଥିପାଇଁ ଆମେ ସବୁ ନାଗରିକ ଠିକ ସରକାର ଚୟନ କରିବା ଆବଶ୍ୟକ ବୋଲି ଗ୍ରାମବାସୀ ଙ୍କୁ ବୁଝାଇ ଥିଲେ ଏବଂ ଗ୍ରାମବାସୀ ଙ୍କ ସହମତି ମଧ୍ୟ ମିଳିଥିଲା l

ପାର୍ଟି ଦ୍ୱାରା ଦିଆଯାଇଥିବା ପରିବେଶ ସୁରକ୍ଷା ପାଇଁ ଗଛ ଲଗେଇବା କାର୍ଯ୍ୟକ୍ରମ କୁ ମଧ୍ୟ BJYM UDALA ଠିକ ଭାବରେ ତୁଲାଇଛି l
ଗଛ ଲଗେଇବା କାର୍ଯ୍ୟକ୍ରମ ରେ ବଉଳ, ଆମ୍ବ,ଅଶ୍ଵସ୍ଥ ଗଛ କୁ ପ୍ରାଧାନ୍ୟ ଦିଆ ଯାଇଥିଲା, କାରଣ ଏ ସବୁ ଗଛ ଅମ୍ଳଜାନପ୍ରଦାନ କରିବା ସହିତ, ଚଢେଇ ମାନଙ୍କୁ ବସା ପାଇଁ ଯଥେଷ୍ଟ ପରିବେଶ ପ୍ରଦାନ କରିଥାଏ, ଯାହା ଦ୍ୱାରା ପକ୍ଷୀ ସଂଖ୍ୟା ବୃଦ୍ଧି ହେବା ଦ୍ୱାରା biological eco system ସୁଦୃଢ ହୋଇ ଥାଏ l ଅଶ୍ଵସ୍ଥ ଗଛ ମଧ୍ୟ ଲଗା ଯାଇଥିଲା ଯାହା କି ପରିବେଶ କୁ 24ଘଣ୍ଟା oxygen ପ୍ରଦାନ କରି ଥାଏ l

ତା ସହିତ ସମାଜ ରେ ଅବ ହେଳିତ ଅନାଥ ପିଲା ମାନଙ୍କୁ ଖାତା, କଲମ, ଏବଂ କିଛି ଖାଦ୍ୟ ବଣ୍ଟନ କରିଛି ଉଦଳା BJP ଯୁବ ମୋର୍ଚ୍ଚା l

ଏହି ମହତ କାର୍ଯ୍ୟକ୍ରମ ଯୁବମୋର୍ଚ୍ଚ ଜିଲ୍ଲା ସମ୍ପାଦକ ପ୍ରାଚ୍ୟ ସୁମନ (ରାଜା )ମହାନ୍ତି (ଉଦଳା ନିର୍ବାଚନ ମଣ୍ଡଳୀ ) ଙ୍କ ନେତୃତ୍ୱ ରେ ସମ୍ପାଦନ ହୋଇଛି lଏଥିରେ ସହଯୋଗ କରିଥିଲେ zone -1ଯୁବ ମୋର୍ଚ୍ଚା ସଭାପତି ପ୍ରମୋଦ ପାତ୍ର, ଯୁବ ମୋର୍ଚ୍ଚା ଉଦଳା ନଗର ଉପ ସଭାପତି ବିବେକାନନ୍ଦ ଶତପଥୀ, ସମ୍ପାଦକ ଗୌତମ ଦାସ, ସଧାରଣ ସମ୍ପାଦକ ନିହାର ରଞ୍ଜନ ସାହୁ,ସମ୍ପାଦକ ଔର ଜ୍ୟୋତି ସ୍ୱାଇଁ, ସତ୍ୟବାନ ଦାସ, ଅର୍ପଣ ମହାନ୍ତି,ରଂଜିତ, ଶୁଭ୍ରଜିତ, ମାନସ, ସାଗର,zone -2 ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ କୁମାର ସିଂ, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଅବିନାଶ ସାହା, IT CELL COORDINATOR ଦେବୀ ଶଙ୍କର କର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l

ଅର୍ଥ ଏବଂ ସମୟ ଭୁଲ ଜାଗା ରେ ବ୍ୟୟ ନ କରି ସେବା ଏବଂ ପରିବେଶ ସୁରକ୍ଷା ରେ ଲଗାଇ ପାରିଛି ଯୁବ ମୋର୍ଚ୍ଚା