samrudhya mayurbhanj

ସମୃଦ୍ଧ ମୟୁରଭଞ୍ଜ ସଂଗଠନ ତରଫ ରୁ ଉଦଳା ଅନ୍ଧ ମୁକ ବଧିର ବିଦ୍ୟାଳୟ ରେ ଏବଂ RSS ଦ୍ୱାରା ପରି ଚାଳିତ ଅନାଥ ଆଶ୍ରମ ଜଗନ୍ନାଥ ନିକେତନ ରେ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଯାଇଛି l
ଏଇ କାର୍ଯ୍ୟକ୍ରମ 14/04/2023, ଉତ୍କଳୀୟ ନବ ବର୍ଷ, ମହାବିଷୁବ ସଂକ୍ରାନ୍ତି ରେ ମୟୁରଭଞ୍ଜ ର ଉଦଳା ଠାରେ ଅନୁଷ୍ଠିତ ହେଇ ଯାଇଛି l
ଏଇ କାର୍ଯ୍ୟକ୍ରମ ରେ ପ୍ରାଚ୍ୟ ସୁମନ ମହାନ୍ତି, ଦେବିଶଙ୍କର କର, ବିବେକାନନ୍ଦ ଶତପଥି, ପ୍ରମୋଦ ପାତ୍ର, ସଂଜୀବ ସାୟବାବୁ, ତତ୍ତ୍ୱ ଦର୍ଶୀ, ସଂଜିତ ଦାସ, ଗୌତମ ଦେହୁରୀ, ଅବିନାଶ ଶାହ ପ୍ରମୁଖ ସଦସ୍ୟ ମାନେ ଯୋଗ ଦାନ କରି ଥିଲେ l
ସମୃଦ୍ଧ ମୟୁରଭଞ୍ଜ ଏକ ଅଣ ରାଜନୈତିକ ସଂଗଠନ l

ଏଇ ସଂଗଠନ ମୟୁରଭଞ୍ଜ ର ଶିଳ୍ପ, କୃଷି, ପର୍ଯ୍ୟଟନ,ସ୍ୱାସ୍ଥ୍ୟ ର ବିକାଶ ପାଇଁ ନିରନ୍ତର କାର୍ଯ୍ୟ ରତ l

ମୟୁରଭଞ୍ଜ କୁ ନିରନ୍ତର ସରକାର ମାନଙ୍କ ଅବହେଳା ଯୋଗୁ ଉପେକ୍ଷିତ ମୟୁରଭଞ୍ଜ କୁ ବିକଶିତ, ସମୃଦ୍ଧ ଜିଲ୍ଲା କରିବା ପାଇଁ “ସମୃଦ୍ଧ ମୟୁରଭଞ୍ଜ” ନିରନ୍ତର ଲଢେଇ କରି ଚାଲିଛି