moudala

22-09-2023
ଉଦଳା ବିଜେପି ଯୁବ ମୋର୍ଚ୍ଚା ତରଫ ରୁ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ସେବା ପକ୍ଷ ଉପଲକ୍ଷେ ଏକ ରକ୍ତଦାନ ଶିବିର ଆୟୋଜନ କରା ଯାଇଥିଲା lଏଇ ଶିବିର କୁ ଉଦଳା ର ଲୋକପ୍ରିୟ ବିଧାୟକ ଭାସ୍କର ମଢେଇ ଏବଂ ଏନ ଏ ସି ଅଧକ୍ଷା ପ୍ରମିଳା ପଣ୍ଡା ଉଦଘାଟନ କରିଥିଲେ |

ଏହି ଶିବିର ପାଇଁ ନେତୃତ୍ୱ ନେଇଥିଲେ ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଆଦର୍ଶ ଜେନା, ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ପ୍ରାଚ୍ୟ ସୁମନ ମହାନ୍ତି, ନଗର ସଭାପତି ଅଂଶୁମାନ ପ୍ରଧାନ,ବିଶେଷ ସହଯୋଗ କରିଥିଲେ ଉପ ସଭାପତି ବିବେକାନନ୍ଦ ଶତପଥି, ସମ୍ପାଦକ ଦେବୀ ଶଙ୍କର କର,ବିଶ୍ୱଜିତ ନାୟକ, ଔରାଜ୍ୟୋତି ସ୍ୱାଇଁ,ଗୌତମ ଦାସ, ପ୍ରମୋଦ ପାତ୍ର ,ଜନ୍ମେଜୟ, ରଂଜିତ ମଢେଇ, ଶୁଭ୍ରଜିତ, ମାନସ, ଅନିଲ lଏଇ ଶିବିର ରେ ଅତିଥି ଭାବ ରେ ଯୋଗ ଦେଇ ରକ୍ତଦାନ କରିଥିଲେ ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ବଳରାମ ସାହୁ, ଉପ ସଭାପତି ସୋମନାଥ ଭାଇ, ଉପ ସଭାପତି ସୃଷ୍ଟି ଅତା, ଜିଲ୍ଲା ସମ୍ପାଦକ ସୁରଜ ଭାଇ, ସତ୍ୟଜିତ ମିଶ୍ର l

ବିଜେପି ର ବରିଷ୍ଠ ନେତୃ ବୃନ୍ଦ ଙ୍କ ମଧ୍ୟ ରୁ ଯୋଗ ଦେଇ ଥିଲେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନିହାର ରଞ୍ଜନ ମୋଦି, ଜିଲ୍ଲା ଉପସଭାନେତ୍ରୀ ମମତା ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରାଣକୃଷ୍ଣ ବେରା, ବରିଷ୍ଠ ନେତା କମଳ ଧଳ, ପ୍ରଭାତ ପରିଡା, ବିଭୁତି ମହାନ୍ତ, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ବିଶ୍ୱରଞ୍ଜନ ମୋଦି, କାଉନସିଲର ଶୁଭଦୀପ ମହାନ୍ତି, ଯୋଗେନ୍ଦ୍ର ସେନାପତି ରକ୍ତଦାନ କରିବା ସହିତ ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ l

ଏଇ ରକ୍ତଦାନ ଶିବିର ଉଦଳା ହସ୍ପିଟାଲ ରେଡ କ୍ରସ ର ରକ୍ତ ସଂଗ୍ରହ ସ୍ଥାନ ରେ ଅନୁଷ୍ଠିତ ହୋଇ ଥିଲା l

ଏଥିରେ 52unit ରକ୍ତ ସଂଗ୍ରହ ହୋଇ ଥିଲା l