moudala

17-09-2023
ବିଶ୍ୱ ର ଅଦ୍ୱିତୀୟ ନେତା, ଜନ ନାୟକ, ଆଧୁନିକ ଭାରତ ର ବିଶ୍ୱ କର୍ମା ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କ ଜନ୍ମଦିନ କୁ ଉଦଳା ବିଜେପି ଯୁବ ମୋର୍ଚ୍ଚା ତରଫ ରୁ ପାଳନ କରାଯାଇ ଅଛି l

ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଉପଲକ୍ଷେ ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ଏବଂ ଉଚ୍ଚ ବିଦ୍ୟାଳୟ ସ୍ତର ରେ ବକ୍ତୃତା ପ୍ରତଯୋଗୀତା 12-09-2023ରେ ଅନୁଷ୍ଠିତ ହୋଇ ଥିଲା lକଲେଜ ସ୍ତର ରେ ସ୍ୱାଧୀନତା ସଂଗ୍ରାମୀ ଙ୍କ ଉପରେ ଛୋଟ ଅଭିନୟ ପ୍ରତିଯୋଗିତା ଏବଂ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା lସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ମଧ୍ୟ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା l17-09-2023 ରିଖ ପ୍ରଧାନମନ୍ତ୍ରୀ ଙ୍କ ପ୍ରତମୂର୍ତ୍ତି କୁ ନେଇ ଏକ ବିଶାଳ ଶୋଭାଯାତ୍ରା ରେ ଉଦଳା ନଗର ପରିକ୍ରମା କରି ସନ୍ଧାନ ଗୃହ ଠାରେ ଶେଷ ହୋଇ ଥିଲା ଏବଂ ସେଠାରେ ପୁରସ୍କାର ବିତରଣ ସଭା ଆୟୋଜିତ ହୋଇ ଥିଲା l

ଏହି ଶୋଭାଯାତ୍ରା ରେ ଯୋଗ ଦେଇଥିଲେ ଓଡିଶା ପ୍ରଦେଶ ବିଜେପି ରାଜ୍ୟ ସମ୍ପାଦକ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର, ଉଦଳା ବିଧାୟକ ଭାସ୍କର ମଢେଇ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନିହାର ମୋଦି, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ତଥା ଉଦଳା ଏନ ଏ ସି ଅଧକ୍ଷା ପ୍ରମିଳା ପଣ୍ଡା, ଜିଲ୍ଲା ଉପ ସଭାନେତ୍ରୀ ମମତା ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରାଣ କୃଷ୍ଣ ବେରା, ବରିଷ୍ଠ ନେତା କମଳ ଧଳ, ବିଭୁତି ମହାନ୍ତ, ପ୍ରଭାତ ପରିଡା,ପୂର୍ବତନ ନଗର ସଭାପତି ହିମାଂଶୁ ପଟନାୟକ, ବରିଷ୍ଠ ନେତା ଅବଜ ବନ୍ଧୁ ବାରିକ, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ବିଶ୍ୱରଂଜନ ମୋଦି
, ଆଦର୍ଶ ଶିକ୍ଷକ ଏବଂ ବିଶ୍ୱ ହିନ୍ଦୁ ପରିଷଦ ର ବରିଷ୍ଠ ନେତା ପଣ୍ଡିତ ହରିହର ତ୍ରିପାଠୀ ଏବଂ ଡାକ୍ତର ଖଗେଶ୍ୱର ସିଂ ଯୋଗ ଦେଇଥିଲେ |
ଉଦଳା ଯୁବ ମୋର୍ଚ୍ଚା ତରଫ ରୁ ନେତୃତ୍ୱ ନେଇ ଥିଲେ ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଆଦର୍ଶ ଜେନା,ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ପ୍ରାଚ୍ୟ ସୁମନ ମହାନ୍ତି, ଯୁବ ମୋର୍ଚ୍ଚା ନଗର ସଭାପତି ଅଂଶୁମାନ ପ୍ରଧାନ,ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଅବିନାଶ ସାହା, ଜିଲ୍ଲା ଉପ ସଭାପତି ଦେବରାଜ ସାହୁ l

ବିଶେଷ ସହଯୋଗ କରିଥିଲେ ଯୁବ ମୋର୍ଚ୍ଚା ଉପ ସଭାପତି ବିବେକାନନ୍ଦ ଶତପଥି,ସାଧାରଣ ସମ୍ପାଦକ ନିହାର ସାହୁ, ସମ୍ପାଦକ ଦେବୀ ଶଙ୍କର କର, ସଂଜିତ ଦାସ, ଗୌତମ ଦାସ, ବିଶ୍ୱଜିତ ନାୟକ, ଔରାଜ୍ୟୋତି ସ୍ୱାଇଁ, କୋଷାଧକ୍ଷ ସାୟନ ମହାନ୍ତି , ଦେବକୁଣ୍ଡ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ପ୍ରମୋଦ ପାତ୍ର, ନୁଦୁଡିହା ମଣ୍ଡଳ ଉପ ସଭାପତି ପ୍ରିତମ ମାର୍ଣ୍ଡି, ସତ୍ୟ ଦାସ, ଶତ୍ରୁଘନ ବେହେରା, ଅର୍ପଣ ମହାନ୍ତି, ଜନ୍ମେଜୟ, ରଂଜିତ, ଶୁଭ୍ରଜିତ, ମାନସ, ଚିଣ୍ଟୁ ଏବଂ ଅନ୍ୟ ସାଥି ମାନେ l

ଜିଲ୍ଲା ଯୁବ ମୋର୍ଚ୍ଚା ରୁ ଅତିଥି ଭାବରେ ଯୋଗ ଦେଇ ଥିଲେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବଳରାମ ସାହୁ,ଜିଲ୍ଲା ଉପ ସଭାପତି ସୃଷ୍ଟି ଅତା,ଜିଲ୍ଲା ସାଧାରଣ ସମ୍ପାଦକ ଦେବ ବ୍ରତ ସାମଲ

ଏହି ସଭାରେ 200ରୁ ଅଧିକ ଲୋକ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଙ୍କ ସୁସ୍ଥ, ନିରୋଗ ଏବଂ ଦୀର୍ଘାୟୁ ଜୀବନ କାମନା କରି ଥିଲେ l
ଯୁବ ମୋର୍ଚ୍ଚା ଏଇ ସେବା ପକ୍ଷ ରେ ରକ୍ତଦାନ ଶିବିର ଏବଂ ଅନାଥ ଆଶ୍ରମ ରେ ଖାଦ୍ୟ ବଣ୍ଟନ ସେବା କାର୍ଯ୍ୟ କରିବ ବୋଲି ପ୍ରକାଶ ଥାଉ l