ବିଗତ 1998 ମସିହା ଫେବୃଆରୀ 6 ତାରିଖ ମାଘ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ରେ ଉଦଳା ନାଗପାଳ ସ୍ଥିତଃ ଶିବ ମନ୍ଦିର ରେ ବାବା ନାଗେଶ୍ୱର ମହାଦେବ ଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା | ଆପଣ ମାନଙ୍କର ଶ୍ରଦ୍ଧା, ଭକ୍ତି ଓ ମହତ ଦାନ ରେ ପ୍ରତିଷ୍ଠିତ ବାବା ନାଗେଶ୍ୱର ମହାଦେବଙ୍କର 25 ତମ ପ୍ରତିଷ୍ଠା ଦିବସ ଆସନ୍ତା 2022 ମସିହା ଫେବୃଆରୀ 11 ତାରିଖ ମାଘ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ରେ ପାଳିତ ହେବାକୁ ଯାଉଛି| ଏଣୁ ଆସନ୍ତୁ ଆପଣଙ୍କର ଶ୍ରଦ୍ଧା ଓ ବିଶ୍ୱାସ ର ଦେବତା ବାବା ନାଗେଶ୍ୱରଙ୍କର 25 ତମ ପ୍ରତିଷ୍ଠା ଦିବସ କୁ ରୌପ୍ୟ ଜୟନ୍ତୀ ଭାବେ ଅକୁଣ୍ଠିତ ଚିତ୍ତ ରେ ସମ୍ମିଳିତ ହଇ ପାଳନ କରିବା |