ଇନରହ୍ୱିଲ୍ କ୍ଲବ୍ ତରଫରୁ ମମତା କାର୍ଯ୍ୟକ୍ରମ
ଉଦଳା ଇନରହ୍ୱିଲ୍ କ୍ଲବ୍ ତରଫରୁ ଉଦଳା ସହରରେ ଥିବା ଭାରତ ଜ୍ୟୋତି ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ମମତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ର ସଭାପତି ଜୟନ୍ତୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସିନେ ତାରକା ସୁଇଟି…